29.1 C
Bhubaneswar
Friday, June 20, 2025
Homeଦେଶ ବିଦେଶବାଂଲାଦେଶ ଛାତ୍ର ଅଶାନ୍ତିର ଭୟଙ୍କର ରୂପ,୪୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ

ବାଂଲାଦେଶ ଛାତ୍ର ଅଶାନ୍ତିର ଭୟଙ୍କର ରୂପ,୪୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ

ଢାକା: ବାଂଲାଦେଶରେ ଛାତ୍ର ଅଶାନ୍ତି ଭୟଙ୍କର ରୂପ ନେଇଛି । ୪୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ହେବା ସହ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ଯବସ୍ଥାକୁ ନେଇ ଏହି ହିଂସାକାଣ୍ଡ ଓ ଜଳାପୋଡ଼ା ହୋଇଛି । ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking