30.1 C
Bhubaneswar
Friday, March 20, 2026
Homeଓଡିଶାବର୍ଷାରେ ଭାସିଗଲା ଅସ୍ଥାୟୀ ବ୍ରିଜ

ବର୍ଷାରେ ଭାସିଗଲା ଅସ୍ଥାୟୀ ବ୍ରିଜ

ବଲାଙ୍ଗୀର : ବଲାଙ୍ଗୀର ଖୁଜେନପାଲି ବାବା ମଠ ରାସ୍ତାରେ ଭାସିଗଲା ଅସ୍ଥାୟୀ ବ୍ରିଜ। ଲଗାଣ ବର୍ଷାରେ ଲକ୍ଷ୍ମୀଜୋର ନାଳରେ ପ୍ରବଳ ପାଣି ଆସିବା କାରଣରୁ ଭାସିଗଲା ବ୍ରିଜ। ଫଳରେ ସହରରୁ ବିଛିନ୍ନ ହୋଇଛନ୍ତି ୧୫ ଶହରୁ ଅଧିକ ଲୋକ। ଏପରିକି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ବିଶେଷ ପ୍ରଭାବିତ ହୋଇଛନ୍ତି। ନୂତନ ବ୍ରିଜ କାମ ବର୍ଷା ଆରମ୍ଭ ହେବା ଆଗରୁ ସରିଯିବା କଥା କିନ୍ତୁ ଏବେବି ଏଠାରେ ବ୍ରିଜ କାମ ଚାଲିଛି। ସ୍ଥାନୀୟ ଲୋକେ ଏଥିପାଇଁ ଠିକାଦାରକୁ ଦାୟୀ କରିଛନ୍ତି। ତେବେ ନିର୍ମାଣଧୀନ ବ୍ରିଜ ପାଖରେ ଥିବା ଆଉ ଏକ ମାଟି ପୋଲ ମଧ୍ୟ ବର୍ଷାରେ ଭାସି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking