ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨ ଦିନ ହ୍ରାସ ପାଇବ ତାପମାତ୍ରା । ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବ । ପରବର୍ତ୍ତୀ ୩ ଜିଲ୍ଲାରେ ତାପମାତ୍ରା ବଢିବ । ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ସର୍ୱନିମ୍ନ ତାପମାତ୍ରା ନେଇ ପାଣିପାଗ ବିଭାଗ ପୂର୍ୱାନୁମାନ କରିଛି ।










