16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶରିଲିଜ ହେଲା ‘ରାମାୟଣ’ର ଟିଜର

ରିଲିଜ ହେଲା ‘ରାମାୟଣ’ର ଟିଜର

ନୂଆଦିଲ୍ଲୀ: ଗୁରୁବାର ଦିନ ରାମାୟଣ ସିନେମାର ୩ ମିନିଟର ଟିଜର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଦର୍ଶକମାନେ ରଣବୀର କପୁରଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ । ରଣବୀର କପୁରଙ୍କୁ ବନବାସ ପୋଷାକରେ ଦେଖିବେ ପ୍ରଶଂସକ ।  ଚଳଚ୍ଚିତ୍ରରେ ରାମ  ଭୁମିକାରେ   ରଣବୀର କପୁର , ସୀତାଙ୍କ ଭୁମିକାରେ  ସାଇପଲ୍ଲବୀ  ସେହିପରି ରାବଣ ଭୁମିକାରେ ୟସ ଏବଂ ଲକ୍ଷ୍‌ମଣ ଭୁମିକାରେ ରବି ଦୁବେ, ହନୁମାନ ଭୁମିକାରେ ସନିଦେଓଲଙ୍କୁ ଦେଖିବାକୁ ପାଇବେ ଦର୍ଶକ ।  ରାମାୟଣ ଚଳଚ୍ଚିତ୍ରଟି ଦୁଇଟି ଭାଗରେ ନିର୍ମିତ ହୋଇଛି ।  ପ୍ରଥମ ଭାଗର ସୁଟିଂ ସମାପ୍ତ ହୋଇଛି ।  ରାମାୟଣ ଚଳଚ୍ଚିତ୍ର ଭାଗ ୧ , ୨୦୨୬ ଦୀପାବଳିରେ ଏବଂ ଭାଗ ୨ , ୨୦୨୭ ଦୀପାବଳିରେ  ମୁକ୍ତିଲାଭ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking