ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଛସ୍ତରୀୟ କମିଟି ବୈଠକ ବସିଛି । କମିଟି ବୈଠକକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମେଟ୍ରୋ କେମିତି ଭାଏବୁଲ ହେବ ଅନୁଧ୍ୟାନ କରିବ କମିଟି ବିଭିନ୍ନ ସ୍ଥାନକୁ ଯାଇ ଟିମ ଅନୁଧ୍ୟାନ କରୁଛି କହିଛନ୍ତି ମନ୍ତ୍ରୀ । ମେଟ୍ରୋ ଥିବା ସ୍ଥାନ ଓ ଏଠାକାର ରୁଟ ତର୍ଜମା ଚାଲିଛି । ରୁଟ ପରିବର୍ତ୍ତନ ହେବ କି ନାହିଁ ଆଲୋଚନା ଚାଲିଛି ।