15.1 C
Bhubaneswar
Friday, January 16, 2026
Homeଓଡିଶାଆସିଲା ‘ସୁଭଦ୍ରା’ ଗାଇଡଲାଇନ

ଆସିଲା ‘ସୁଭଦ୍ରା’ ଗାଇଡଲାଇନ

ଭୁବନେଶ୍ୱର : ଆସିଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ବିସ୍ତୃତ ଗାଇଡଲାଇନ ପ୍ରକାଶ କଲା ଶିଶୁ ଓ ମହିଳା ବିକାଶ । ସୁଭଦ୍ରା ଯୋଜନାର ଯୋଗ୍ୟତା
୧.ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ
୨.ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବେ
୩.ଆଧାରକାଡ ର୍ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ
୪.ଜୁଲାଇ ୧ ତାରିଖ ୨୦୨୪ ସୁଦ୍ଧା ବୟସ ୨୧ ହେବା ଆବଶ୍ୟକ
୫.୨୧ ବର୍ଷରୁ କମ ୬୦ ବର୍ଷରୁ ଅଧିକ ବୟସ୍କ ଅଯୋଗ୍ୟ ହେବେ
ସୁଭଦ୍ରା ପାଇଁ ୧୫ ଜଣିଆ କମିଟି ଗଠନ ହେଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ । ଜିଲ୍ଲାସ୍ତରରେ ଗଠିତ ହେବ ଜିଲ୍ଲାସ୍ତରୀୟ କମିଟି । ବ୍ଲକସ୍ତରରେ ମଧ୍ୟ ବ୍ଲକସ୍ତରୀୟ କମିଟି ଗଠନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking