ଯାଜପୁର: ଧବଳ ଗିରି ପାହାଡ଼ ଅବକ୍ଷୟ ଘଟୁଛିl ଯାଜପୁର ଜିଲ୍ଲା ଧବଳ ଗିରି ପାହାଡ଼ ସମ୍ପର୍କରେ ପୌରାଣିକ, ଐତିହାସିକ ଓ ଅନେକ କିମ୍ବଦନ୍ତି ପୃଷ୍ଠା ଓଲଟାଇଲେ ବହୁ ମୂଲ୍ୟବାନ କଥାମାନ ପ୍ରମାଣ ମିଳିଥାଏ l ତ୍ରେତୟା ଯୁଗ ଓ ଦ୍ୱାପର ଯୁଗ କଥା ପାହାଡ଼ କହେ l ତଥାପି ଏଥି ପ୍ରତି ଜନ ପ୍ରତିନିଧି ରାଜ୍ୟ ସରକାରଙ୍କ ଦୁଷ୍ଟି ନ ଦେବା ବିଡ଼ମ୍ବନା ବିଷୟ ବୋଲି ଧବଳ ଗିରି ମନ୍ଦିର ପରିଚାଳକ ନଟ ବର ବାବା କ୍ଷୋଭ ପ୍ରକାଶ କରିଛନ୍ତି l









