30.1 C
Bhubaneswar
Saturday, March 14, 2026
Homeଓଡିଶାରାଜ୍ୟରେ ଉପରମୁହାଁ ପାରଦ

ରାଜ୍ୟରେ ଉପରମୁହାଁ ପାରଦ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ। ୪୦ ଡିଗ୍ରୀ ପାର କରିଛି ଦିନ ତାପମାତ୍ରା। ପଶ୍ଚିମ ଓଡ଼ିଶାରେ ତାଉ ଦେଖାଉଛି ଖରା। ଆଜି ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିପାଇଁ ଦୁଇ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି। ଏପଟେ ତାତି ଭିତରେ ଝଡ଼ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୫ରୁ ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। ୧୬ ତାରିଖରେ ଅଧିକ ରହିବ ଝଡ଼ବର୍ଷାର ପ୍ରଭାବ। ଏଥିପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking