27.1 C
Bhubaneswar
Wednesday, April 9, 2025
Homeଓଡିଶାବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ

ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ

ରାୟଗଡା: ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ କଲେ ୩ ଦୁବୃ୍‌ର୍ତ୍ତ । ଗୌତମନଗର ମହିଳା ମହାବିଦ୍ୟାଳୟ ନିକଟରେ ଛୁରାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ମାମୁଁ ଝିଅକୁ ସ୍କୁଲ ଛାଡିବାକୁ ଆସିଥିବା ବେଳେ ଏହିଭଳି ଭୟଙ୍କର ଛୁରାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଛୁରାମାଡ କଣ ପାଇଁ ହୋଇଛି ତାହା ଏବେ ଯାଏଁ କିଛି ସ୍ପଷ୍ଟ ଭାବେ ଜଣାପଡିନାହିଁ । ଗୁରୁତର ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking