22.1 C
Bhubaneswar
Thursday, March 5, 2026
Homeଓଡିଶାରାଜଧାନୀରେ ଭୁବନେଶ୍ୱରରେ ପହଞ୍ଚିଲେ ଏସପିଜି ଟିମ

ରାଜଧାନୀରେ ଭୁବନେଶ୍ୱରରେ ପହଞ୍ଚିଲେ ଏସପିଜି ଟିମ

ଭୁବନେଶ୍ୱର : ଆଉ ୨ ଦିନ ପରେ ଅର୍ଥାତ ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନିକ କଳ।    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ  ଏସପିଜି ଟିମ୍  ଓଡ଼ିଶା ଆସିଛନ୍ତି।  ଗତକାଲି  ୮ ଜଣିଆ ଏସପିଜି ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ୟ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ଆଜି ଏସପିଜି ଟିମ୍ ଭେନ୍ୟୁ ସ୍ଥଳ ଜନତା ମଇଦାନ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ୟ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking