28.1 C
Bhubaneswar
Sunday, March 30, 2025
Homeଓଡିଶାସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ନେଇ ଗୃହ ୩୦ ମିନିଟ ପାଇଁ  ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଜେଡି ଓ ସିପିଆଇଏମ ସଦସ୍ୟଙ୍କୁ ସର୍ୱଦଳୀୟ ବୈଠକ ପାଇଁ ଡାକିଲେ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସୁରମା ପାଢୀ  ବୈଠକ ଡାକିଛନ୍ତି । ଏପଟେ ଏଜି ଛକରେ ବିଜେଡି  ପ୍ରତିବାଦ କରିଛି । ବିଜେଡି ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ    ସଂରକ୍ଷଣ ପାଇଁ  ଦାବି  କରିଛିା ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି । କେବଳ ଏତିକି ନୁହେଁ ବିଜେଡି ବିଧାନସଭାର ବ୍ୟାରିକେଡ ଭାଙ୍ଗି ପୁଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । କଂଗ୍ରେସର ପ୍ରତିବାଦରେ ବିଜେଡି ମଧ୍ୟ ସାମିଲ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking