28.1 C
Bhubaneswar
Sunday, September 8, 2024
Homeଓଡିଶାଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତୀ

ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତୀ

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ । ଗୃହ ମଧ୍ୟଭାଗରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ବାଚସ୍ପତିଙ୍କ ମାଇକ ଟାଣିଲେ ତାରାପ୍ରସାଦ ବାହିନୀପତି । ରିପୋଟର୍ସ ଟବେୁଲରେ ଚଢିଲେ ରାମଚନ୍ଦ୍ର କାଡାମ । ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତୀ ସୁରମା ପାଢୀ । ବିରୋଧୀ ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିଥିଲା । ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରସିଡିଂରୁ ହଟାଇବାକୁ ବିଜେଡି ଦାବି କରିଛି ।

କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking