ମାଲକାନଗିରି : କମ୍ବିଂ ଅପରେସନ ବେଳେ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ ବିଜାପୁର ମୁଖ୍ୟ ରାସ୍ତାରେ ଆଇଡି ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିବା ଆଇଡି ନିଷ୍କ୍ରିୟ କଲେ ଯବାନ । ୨୫ କେଜିର ଆଇଡି ପ୍ଲାଷ୍ଟିକ କଣ୍ଟେନରରେ ଖଞ୍ଜିଥିଲେ ମାଓବାଦୀ ।