27.1 C
Bhubaneswar
Sunday, September 8, 2024
Homeଓଡିଶାମାଟି ଅତଡ଼ା ଖସି ଯାତାୟାତ ଠପ

ମାଟି ଅତଡ଼ା ଖସି ଯାତାୟାତ ଠପ

କୋରାପୁଟ : ମାଟି ଅତଡ଼ା ଖସି ଯାତାୟାତ ଠପ । କୋରାପୁଟ ଲମତାପୁଟ ନନ୍ଦପୁର ବ୍ଲକ କାଲାଡି ଗାଁ ନିକଟ ରାସ୍ତାରେ ଧସିଲା ମାଟି ଅତଡ଼ା । ଏହା ଫଳରେ ୨ ପଞ୍ଚାୟତକୁ ଯାତାୟାତ ଠପ୍‌ ହୋଇଯାଇଛି । ରାସ୍ତାରେ ମାଟି ଅତଡ଼ା ଧସିବାରୁ ଖେମୁଡୁଗୁଡ଼ା, ନନ୍ଦନା ଯାତାୟାତ ବନ୍ଦ ହୋଇଛି ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking