25.1 C
Bhubaneswar
Thursday, February 12, 2026
Homeଓଡିଶାପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି : ଡିଜିପି

ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି : ଡିଜିପି

ଭୁବନେଶ୍ୱର : ଭଦ୍ରକ ଧାମନଗରରେ ପହଞ୍ଚିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଆଲୋଚନା କରୁଛନ୍ତି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଧାମନଗରରେ ଉତ୍ତେଜନା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ଡିଜିପି। ଜିଲ୍ଲପାଳ ଓ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଯାବତ ଘଟଣାରେ ୨୭ଜଣଙ୍କୁ ଗିରଫ କରିଛି ପୁଲିସ। ସୋସିଆଲ ମିଡ଼ିଆରୁ ଦୁରେଇ ରହିବାକୁ ସେ କହିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking