29.1 C
Bhubaneswar
Wednesday, May 21, 2025
Homeଓଡିଶାଠିକ୍‌ ୪ ଟାରେ ପୁଣି ବାଜିଲା ସାଇରନ

ଠିକ୍‌ ୪ ଟାରେ ପୁଣି ବାଜିଲା ସାଇରନ

ଭୁବନେଶ୍ୱର: ପୁଣି ବାଜିଲା ସାଇରନ । ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍‌ । ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ବାଜିଲା ସାଇରନ୍‌  ।  ଆକ୍ରମଣ ହେଲେ  ସାଧାରଣ ଲୋକ ଓ ଛାତ୍ର  କଣ କରିବେ ସେ ନେଇ ତାଲିମ ଦିଆଯାଉଛି । ସାଇରନ୍‌ ବଜା ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି ।  ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking