କଟକ: ୪୨ ମୌଜା ଗୁଳିକାଣ୍ଡ ଘଟଣା । ମାମଲାକୁ ନେଇ କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓଙ୍କ ପ୍ରତିକ୍ରିୟା । ମୃତକଙ୍କ ମୁଣ୍ଡରେ ବାଜିଥିଲା ଗୁଳି । ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ବେଆଇନ ବନ୍ଧୁକ କେଉଁଠୁ ଆସିଲା ପଚରାଉଚରା ହେବ । ଯୁକ୍ତିତର୍କରୁ ଗୁଳିକାଣ୍ଡ ଘଟିଛି ।