13.1 C
Bhubaneswar
Sunday, December 7, 2025
Homeଓଡିଶାକାଲିଠୁ ରାଜ୍ୟରେ ଟାଇଁ ଟାଇଁ ଖରା  

କାଲିଠୁ ରାଜ୍ୟରେ ଟାଇଁ ଟାଇଁ ଖରା  

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି । କାଳିଠୁ ରାଜ୍ୟ ସାରା ଟାଇଁ ଟାଇଁ  ଖରା ହେବ ।  ସପ୍ତାହେ ଯାଏଁ ଖରାରୁ ତ୍ରାହି ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ୱାନୁମାନ କରିଛି ।  ଦିନଓ ରାତିରେ ତାପମାତ୍ରା ଅଧିକ ରହିବି । ୪ରୁ ୫ ଦିନ ଯାଏଁ ତାପମାତ୍ରା ଅଧିକ ରହିବ । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ପାରଦ ଚଢିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି ।  ତାପମାତ୍ରା ବୃଦ୍ଧି ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି ।  ଘନ କୁହୁଡି ଆସନ୍ତା ୪୮ ଘଣ୍ଟା ଯାଏଁ ଅସ୍ତବ୍ୟସ୍ତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking