27.1 C
Bhubaneswar
Monday, March 30, 2026
Homeଓଡିଶାମହନଦୀକୁ ଡେଇଁଲେ ସ୍କୁଲ୍ ଛାତ୍ରୀ

ମହନଦୀକୁ ଡେଇଁଲେ ସ୍କୁଲ୍ ଛାତ୍ରୀ

ସମ୍ବଲପୁର: ସେତୁ ଉପରୁ ମହନଦୀକୁ ଡେଇଁଲେ ସ୍କୁଲ୍ ଛାତ୍ରୀ। ଛାତ୍ରୀଜଣକ ଏକ ସାଇକେଲରେ ଆସି ଚାଉଁରପୁର ସେତୁ ଉପରୁ ମହନଦୀକୁ ଡେଇଁଥିଲେ। ବ୍ରିଜ୍ ଉପରେ ତାଙ୍କର ସାଇକେଲ୍ ରହିଛି।

ସେଥିରେ ଏକ ବି ଥିବା ଦେଖିବାକୁ ମିଳିଛି। ସେହି ବ୍ୟାଗ୍ ଭିତରୁ ଏକ ବହି ମିଳିଛି, ଯେଉଁଥିରେ କାଜଲ୍ ବୋଲି ଲେଖା ଅଛି। ଏହାଛଡ଼ା ସେଥିରେ ଜଣେ ପୁଅ ଓ ଜଣେ ଝିଅଙ୍କର ଫଟୋ ରହିଛି। ଏଣେ ଘଟଣା ସଂପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହନୀ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କାମରେ ଲାଗିଛନ୍ତି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଉକ୍ତ ଛାତ୍ରୀଙ୍କର ପତା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking