26.1 C
Bhubaneswar
Wednesday, February 11, 2026
Homeଓଡିଶାହୃଦଘାତରେ ଅଧ୍ୟାପକଙ୍କ ମୃତ୍ଯୁ

ହୃଦଘାତରେ ଅଧ୍ୟାପକଙ୍କ ମୃତ୍ଯୁ

ଯାଜପୁର : ଆଜି ସକାଳେ ବ୍ୟାସନଗର ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ରାଉତଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେବ ଭୁବନେଶ୍ୱର ଏ,ମେ,ସେ ହସ୍ପିଟାଲ ରହି ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ବ୍ୟାସନଗର ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସମେତ ସମଗ୍ର ସହରରେ ଶୋକର ଛାୟା ଖେଳିଯାଇଛି। ଏବେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ଅଣାଯାଇ ଏକ ଶୋଭାଯାତ୍ରାରେ କଲେଜକୁ ନିଆଯାଉଛି। ସେଠାରୁ ତାଙ୍କ ବାସଭବନ କୋପଣ୍ଡ ଗ୍ରାମକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking