14.1 C
Bhubaneswar
Tuesday, January 13, 2026
Homeଓଡିଶାଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଁଚିଲେ ମୋଦି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିଜି , ଆଇଜି , ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ , ଅମିତ ଶାହା ବିମାନ ବନ୍ଦର ରେ ସ୍ୱାଗତ କରିଛନ୍ତି। ବିମାନ ବନ୍ଦର ପରିସର ବାହାରେ ହଜାର ହଜାର ଲୋକ ଅପେକ୍ଷା କରି ରହିଥିଲେ। ଏହି ପରିପେକ୍ଷୀରେ ଓଡିଶା ଭୁବନେଶ୍ୱର ଆସି ପହଂଚିଛନ୍ତି ମୋଦି। ବିମାନ ବନ୍ଦର ପରିସର ବାହାରେ କିଛି ଦୂର ବାହାରେ ପ୍ରଧାନ ମନ୍ତ୍ରୀ ଙ୍କୁ ଦେଖିବା ପାଇଁ ନାଇଁ ନ ଥିବାର ଭିଡ ଲାଗିଛି। କିଛି ସମୟ କାର୍ଯ୍ୟକ୍ରମ ପ୍ରସ୍ତୁତ ରହିଛି । ପ୍ରଥମେ କିଛି ସମୟ ଜଣ ସେବା ରେ ଯୋଗ ଦେବା ପରେ ଅଭିଭାଷଣ ରଖିବେ। ତା ପରେ ମୋଦି ଲୋକସଭା ଭବନ କୁ ସିଧା ସଳଖ ଯିବେ। ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ ବୈଠକ ଆଲୋଚନା କରିବେ। ଏବଂ ବିଜେପି ପାର୍ଟି ଅଫିସ ରେ ୨ ଘଣ୍ଟା ଧରି ରାତି ୮ ଯାଏଁ ସାମିଲ ହୋଇ ଯୋଗ ଦେବେ। ତା ପରେ ରାଜ୍ୟ ବାସଭବନରେ ରାତିରେ ବିଶ୍ରାମ ନେବା ନେଇ ସୂଚନା ରହିଛି । ତେବେ କାଲି ସକାଳ ୧୦ ଟା ପରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀ ରେ ଯୋଗ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking