18.1 C
Bhubaneswar
Monday, February 2, 2026
Homeଓଡିଶାବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକ ମୂଲ୍ୟ

ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକ ମୂଲ୍ୟ

ଭୁବନେଶ୍ୱର: ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟରେ ବୃଦ୍ଧି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି। ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢି ୧୭୫ ଟଙ୍କା ହେଲା । ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢି ୨୫୦ ଟଙ୍କା ହେଲା । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢି ୧୫୦ ଟଙ୍କା ହେଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking