27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶବିଲ୍‌ ଫେରାଇ ଦେଲେ ରାଷ୍ଟ୍ରପତି

ବିଲ୍‌ ଫେରାଇ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଡ୍ରାସ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ମଙ୍ଗଳବାର ଫେରାଇ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସରକାରଙ୍କ ବିଲ ଫେରାଇଦେଲେ ରାଷ୍ଟ୍ରପତି । ମାଡ୍ରାସ ୟୁନିଭର୍ସିଟି ସଂଶୋଧନ ପାଇଁ ବିଲରେ ଉଲ୍ଲେଖ କରାଯାଇଥିଲା । ଏପ୍ରିଲ ୨୦୨୨ରେ ବିଲ ପାସ କରିଥିବା ଟିଏନଏ ବିଧାନସଭା ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ୧୬୮ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟର ନିୟନ୍ତ୍ରଣ ନିଜ ହାତରେ ନେବା, ଦୁଇ ବର୍ଷରୁ ଅଧିକ ସମୟ ଧରି ଭାଇସଚାନ୍ସଲର ବିନା କାର୍ଯ୍ୟ ପରିଚାଳନା କରି ଆସୁଛନ୍ତି। ଏହି ବିଲ୍ ମାଡ୍ରାସ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣିବାକୁ ଚାହୁଁଥିଲା। ରାଜ୍ୟପାଳଙ୍କ ଠାରୁ ଭିସିଙ୍କୁ ନିଯୁକ୍ତି ଏବଂ ଅପସାରଣ କରିବାର କ୍ଷମତା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଧିକାରୀ ଜଣକ କହିଛନ୍ତି ଯେ ରାଷ୍ଟ୍ରପତି ସମ୍ପ୍ରତି ବିଲ୍‌ଟିକୁ ପୁନଃବିଚାର ପାଇଁ ବିଧାନସଭାକୁ ଫେରାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking