15.1 C
Bhubaneswar
Thursday, December 12, 2024
Homeଓଡିଶାଓଇଆରସି ଅଧ୍ୟକ୍ଷ ପଦବୀ ୨୦୨୩ରୁ ଖାଲି ପଡିଛି

ଓଇଆରସି ଅଧ୍ୟକ୍ଷ ପଦବୀ ୨୦୨୩ରୁ ଖାଲି ପଡିଛି

ଭୁବେନଶ୍ୱର : ଓଡିଶା ବିଦ୍ୟୁତ୍‍ ନିୟାମକ ଅୋୟାଗ (ଓଇଆରସି)ର ଅଧ୍ୟକ୍ଷ ପଦବୀଟି ୨୦୨୩ ବର୍ଷ ଠାରୁ ଖାଲି ପଡିଛି । ଏହାକୁ ପୁରଣ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ବେିଜପି ବିଦାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେର ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱେର ଥିବା ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧର୍ନ ସିଂହେଦଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବତ୍ତର୍ମାନ ଅୋୟାଗେରେମାଟ୍‍ ୫୦ଜଣ କମର୍ଚାରୀ କାର୍ଯ୍ୟରତ ଅଛନ୍ତି । ୨୦୨୩-୨୪ବଷର୍ରେ ଏହି କମର୍ଚାରୀମାନଙ୍କର ବେତନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦୁ ୨୦ କୋଟି ୭୪ଲକ୍ଷ ୪୫ ହଜାର ୮୦୫ ଟଙ୍କା ବ୍ୟୟ ହୋଇଛି । ସେହିଭଳି ଗତ ୫ବର୍ଷ ମଧ୍ୟେର ଓଡିଶା ବିଦ୍ୟୁତ୍‍ ନିୟାମକ ଅୋୟାଗଙ୍କ ନିକଟେର ଗତ ୫ବର୍ଷ ମଧ୍ୟେର ୫୩୧ଟି ମାମଲା ରୁଜୁ ହୋଇଥିବୋବେଳ ୫୩୪ ଟି ମାମଲା ଫଏସଲା ହୋଇଛନ୍ତି । ଜିଆରଏଫ୍‍ ଓ ଓମ୍ବୁଡସ୍‍ମ୍ୟାନଙ୍କ ନେିଦ୍ଦର୍ଶକେର ୧୮୨ ଟି ମାମଲା ରୁଜୁ ହୋଇଥିବୋବେଳ ସେଥିରୁ ୧୭୧ଟି ଫଏସଲା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking