31.1 C
Bhubaneswar
Saturday, March 21, 2026
Homeଅପରାଧଦୂତାବାସକୁ ଚିଠି ଲେଖିଲା ପୋଲିସ

ଦୂତାବାସକୁ ଚିଠି ଲେଖିଲା ପୋଲିସ

କଟକ: ଭାରତୀୟ ଦୂତାବାସଙ୍କୁ ଚିଠି ଲେଖିଲା ପୋଲିସ । ନାବାଳିକା ପରିବାରରୁ ମିଳିଥିବା ତଥ୍ୟ ଚିଠିରେ ଦର୍ଶାଯାଇଛି । ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର ପଠାଇଥିଲେ ପରିବାର ଲୋକେ । ନାବାଳିକାଙ୍କୁ ମା , ବାପା ପରିଚୟପତ୍ର ମଧ୍ୟ ପଠାଇଛନ୍ତି । ନାବାଳିକାଙ୍କ ପରିବାର ଲୋକ ସହ ପୋଲିସ ଫୋନ ରେ କଥା ହେଇଛି। ସୂଚନା ଯୋଗ୍ୟ କଟକ ସହରରୁ ବାଲାଂଦେଶୀ ନାବାଳିକା ଉଦ୍ଧାର ମାମଲାରେ ପୁଲିସ ଆକ୍ସନ ମୁଡ଼ରେ ରହିଛି। ନାବାଳିକାକୁ ଉଦ୍ଧାର ପରେ ଏହି ଘଟଣା ସହିତ ସଂପୃକ୍ତି ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମତେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଥିଲା । ଏହାକୁ ନେଇ କଟକ କମିସନରେଟ୍ ପୋଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଥିଲା । ଏହି ପରିପେକ୍ଷୀରେ ପୋଲିସ ଦୂତାବାସଙ୍କୁ ଚିଠି ଲେଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking