28.1 C
Bhubaneswar
Sunday, March 29, 2026
Homeଓଡିଶାମାନବିକତା ଭୁଲିଗଲା ପୋଲିସ

ମାନବିକତା ଭୁଲିଗଲା ପୋଲିସ

ଅନୁଗୁଳ: କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୋଡ଼ ଛିଡ଼ି ଅଲଗା ହୋଇଯିବା ଘଟଣା। ମାନବିକତା ଭୁଲିଗଲା ଅନୁଗୁଳ କିଆକଟା ଥାନା ପୋଲିସ। ଦୁର୍ଘଟଣାରେ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିବା ପରିବର୍ତ୍ତେ କାର୍‌ ଡ୍ରାଇଭରକୁ ଧରି ପଳାଇଲା। ପ୍ରତିବାଦରେ ୧୫ଟି ଗାଁର ଶତାଧିକ ଲୋକଙ୍କ କିଆକଟା ଥାନା ଘେରାଉ କରିଛନ୍ତିଆଜି ସକାଳେ ପୋଲିସ ଗୋଡ଼ାଇବା ବେଳେ ଶଙ୍ଖାମାଳ ନିକଟରେ ଘଟିଥିଲା ଦୁର୍ଘଟଣା। ଗଞ୍ଜେଇ ଭର୍ତ୍ତି କାର୍‌ ଧକ୍କାରେ ଗୁରୁତର ହୋଇଥିଲେ ୨ ବାଇକ୍‌ ଆରୋହୀ। ୨ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking