32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅବତରଣ ବେଳେ ବିମାନରେ ଲାଗିଲା ନିଆଁ ଆଉ ତା ପରେ...

ଅବତରଣ ବେଳେ ବିମାନରେ ଲାଗିଲା ନିଆଁ ଆଉ ତା ପରେ…

ନୂଆଦିଲ୍ଲୀ : ଲାସ୍‌ ଭେଗାସ୍‌ର ହ୍ୟାରି ରେଡ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଅଭାବନୀୟ ଘଟଣା । ଅବତରଣ ବେଳେ ବିମାନରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ। ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ଵରାନ୍ବିତ କରିଥିଲେ। ସୂଚନା ଅନୁସାରେ, ବିମାନଟି ୧୯୦ ଯାତ୍ରୀଙ୍କୁ ନେଇ ସାନ୍‌ ଡିଏଗୋରୁ ଆସିଥିଲା। ହ୍ୟାରି ରେଡ୍ ବିମାନବନ୍ଦରରେ ଅବତରଣ କରିବା ପରେ ପରେ ହଠାତ ନିଆଁ ଲାଗି ଯାଇଥିଲା। ତୁରନ୍ତ ବିମାନବନ୍ଦର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାରକାରୀ ଦଳ ବିମାନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking