31.1 C
Bhubaneswar
Wednesday, February 11, 2026
Homeଓଡିଶାଦଳ ଧୋକା ଦେଇଛି: ଛାତ୍ର ବିଜେଡି ନେତା

ଦଳ ଧୋକା ଦେଇଛି: ଛାତ୍ର ବିଜେଡି ନେତା

ଭୁବନେଶ୍ୱର: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ  ଭିତରେ କେଁ ଦେଖାଦେଇଛି ।  ଦଳ ଧୋକା ଦେଇଛି କହିଲେ ଛାତ୍ର ବିଜେଡି ନେତା  ହରିଶଙ୍କର ରାଉତ । ୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ ,କଲେ ନାହିଁ । ଏବେ କହୁଛନ୍ତି  ନିଷ୍ପତ୍ତି କିଏ  ନେଇଛି ଆମେ  ଜାଣିନୁ । ଦଳର ନିଷ୍ପତ୍ତି ବୋଧ ହୁଏ ଆଉ କିଏ   ନେଉଛି । ବ୍ୟୋମକେଶଙ୍କୁ  ପଚାରିବାରୁ ସେ ସହିଲେ ମୁଁ ଜାଣିନାହିଁ  ନିଷ୍ପତ୍ତି  କିଏ  ନେଇଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ  ମଧ୍ୟ  ସୁଯୋଗ ନାହିଁ । ଏତେବର୍ଷ  ଦଳରେ  କାମ କରି ସଭାପତିଙ୍କୁ  ଦେଖାକରିପାରୁନାହିଁ । ଦଳର ନିଷ୍ପତ୍ତି ବର୍ତ୍ତମାନ  କିଏ ନେଉଛି ତାହା ସମସ୍ତଙ୍କୁ ଜଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking