22.1 C
Bhubaneswar
Saturday, January 17, 2026
Homeଓଡିଶାନିଆଁ ଲାଗି ଜଳିଗଲା ପାର୍କ

ନିଆଁ ଲାଗି ଜଳିଗଲା ପାର୍କ

ଯାଜପୁର: ଯାଜପୁର ରୋଡ୍‌ରେ ନିଆଁ ଲାଗି ଜଳିଗଲା ଫରେଷ୍ଟ ପାର୍କ । ତେଳିବାହାଲି ଫରେଷ୍ଟ ପାର୍କ ଜଳିଗଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ୩ଟି ଟିମ୍ ନିୟୋଜିତ ଅଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking