25.1 C
Bhubaneswar
Saturday, February 7, 2026
Homeଓଡିଶାବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ:  ଆମ୍ବ ତୋଟାରୁ  ବୃଦ୍ଧାଙ୍କୁ  ଦଳି ମାରିଦେଲା ଦନ୍ତା । କପିଳାସ ରେଞ୍ଜ ଆମ୍ବନାଲି ଗାଁ ନିକଟରେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରରେ ଶୋକର ଛାୟା ଖେଳିଯାଇଛି । ହାତୀମାନଙ୍କ ଏଭଳି ଉତ୍ପାତକୁ ଦେଖି ଗାଁରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking