30.1 C
Bhubaneswar
Saturday, September 28, 2024
Homeଓଡିଶାକୂଅରେ ପଡି ବୃଦ୍ଧ ମୃତ

କୂଅରେ ପଡି ବୃଦ୍ଧ ମୃତ

ଢେଙ୍କାନାଳ : କୂଅରେ ପଡି ବୃଦ୍ଧ ମୃତ । ଏପରି ଏକ ଘଟଣା ଢେଙ୍କାନାଳ ସଦର ଥାନାର ଦେଓପଡା ଗ୍ରାମରେ ଘଟିଛି । ବୃଦ୍ଧ ଜଣକ କୂଅ ପାଖକୁ ଯାଇ ପାଣି କାଢ଼ିବା ସମୟରେ ଅସାବଧନତା କାରଣରୁ କୂଅରେ ଖସି ପଡିଥିଲେ । ତୁରନ୍ତ ପରିବାର ଲୋକ ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ପହଞ୍ଚି କୂଅ ମଧ୍ୟରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରେ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking