କେନ୍ଦୁଝର: ଏବର୍ଷ କେନ୍ଦୁଝର ବନଖଣ୍ଡରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଗତବର୍ଷ ଥିଲେ ୧୮ଟି କଲରାପତରିଆ, ଏଥର ୨୩ ହେବା ନେଇ ଆକଳନ କରାଯାଇଛି । ମହାବଳ ବାଘ ଏବର୍ଷ ଠାବ କରାଯାଇ ନଥିବା ଡିଏଫଓ ସୂଚନା ଦେଇଛନ୍ତି ।