31.1 C
Bhubaneswar
Tuesday, March 10, 2026
Homeଓଡିଶାରାଜ୍ୟରେ କୁମ୍ବୀର ସଂଖ୍ୟା ବୃଦ୍ଧି: ମନ୍ତ୍ରୀ

ରାଜ୍ୟରେ କୁମ୍ବୀର ସଂଖ୍ୟା ବୃଦ୍ଧି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ସୂଚନା ଦେଲେ ଜଙ୍ଗଲ ମନ୍ତ୍ରୀ ଓ ପରିବେଶେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଗତବର୍ଷ ତୁଳନାରେ ୩.୫୪% ବୃଦ୍ଧି, ବର୍ତ୍ତମାନ ୨୧୯୩ କୁମ୍ଭୀର ରହିଛନ୍ତି । ସେହିପରି ଚଳିତ ବର୍ଷ ୨୪ ଲକ୍ଷ ୯୦ ହଜାର ୯୮୬ ସଂଖ୍ୟକ ପକ୍ଷୀ ଚିହ୍ନଟ ହୋଇଛି । ମାତ୍ର ଚଳିତ ବର୍ଷ କୌଣସି ବିରଳ ପକ୍ଷୀ ଚିହ୍ନଟ ହୋଇନାହାନ୍ତି । ଚିଲିକାରେ ୨ଟି ଓ ହୀରାକୁଦ ଜଳଭଣ୍ଡାରରେ ୫ଟି ନୂତନ ପକ୍ଷୀ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking