25.1 C
Bhubaneswar
Tuesday, February 3, 2026
Homeଓଡିଶାଗଞ୍ଜାମରେ ବଢିଛି କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମରେ ବଢିଛି କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏନେଇ ଏକ୍ସରେ ସୂଚନା ଦେଲେ ପିସିସିଏଫ୍‌ ବନ୍ୟପ୍ରାଣୀ। ପ୍ରଶିକ୍ଷିତ ଟିମ୍, ଡ୍ରୋନ ଓ ଆଇ ସହାୟତାରେ ଗଣନା ପରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ୪୯୮ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢିଛି। ୨୦୨୫ରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୮୭୮୯ ରହିଥିଲା। ଚଳିତ ବର୍ଷ ବୃଦ୍ଧି ପାଇ ୯୨୮୭ରେ ପହଞ୍ଚିଥିବା ସୂଚନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking