22.1 C
Bhubaneswar
Monday, January 12, 2026
Homeଅପରାଧଖୁଡ଼ିକୁ ହତ୍ୟା କଲା ପୁତୁରା

ଖୁଡ଼ିକୁ ହତ୍ୟା କଲା ପୁତୁରା

ଗଂଜାମ: ଗଂଜାମ ଜିଲ୍ଲା ଧରାକୋଟ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଭୟାନକ ଘଟଣା । ନିଜ ଖୁଡିର ଗଳା କାଟି ହତ୍ୟା କରିଛି ପୁତୁରା। ତେବେ ପୁତୁରା ଛୁରୀରେ ଖୁଡିର ଗଳାକାଟି ଥିବା ନେଇ ସୂଚନା ରହିଛି । ସୂଚନା ଅନୁଯାଇ ଏମିତି ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ଥାନା ବରଡାବିଲି ଗାଁରେ । ହେଲେ ପୁତୁରା ଜଣଙ୍କ ନିଜ ଖୁଡିକୁ କାହିଁକି ଓ କଣ ପାଇଁ ହତ୍ୟା କଲେ ଏ ଯାଏଁ କିଛି ସ୍ପଷ୍ଟ ହୋଇନି କି କାରଣ ଜଣାପଡିନାହିଁ । ଏ ନେଇ ପୋଲିସ ପକ୍ଷରୁ କିଛି ସୂଚନା ମିଳି ନ ଥିବା ବେଳେ ଏହାର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking