23.1 C
Bhubaneswar
Monday, December 29, 2025
Homeଓଡିଶାଶିଖରଚଣ୍ଡୀ ପାହାଡରୁ ଦନ୍ତା ଆଉଟ

ଶିଖରଚଣ୍ଡୀ ପାହାଡରୁ ଦନ୍ତା ଆଉଟ

ଭୁବନେଶ୍ୱର: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ । ୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ । ନାଇଟ ଅପରେସନରେ ହାତୀଙ୍କୁ ଘଉଡାଇଲା ବନ ବିଭାଗ । ହାତୀଙ୍କୁ ଘଉଡାଇବାକୁ ନାକେଦମ ହେଲା ବନ ବିଭାଗ । ନାଇଟ ଭିଜନ କ୍ୟାମେରାରୁ ଥିଲା ହାତୀଙ୍କ ଉପରେ ନଜର ରହିଛି । ପାହାଡରୁ ଦନ୍ତା ଆଉଟ ପରେ ଖୋଲିଲା ଶିଖରଚଣ୍ଡୀ ପୀଠ । ପର୍ଯ୍ୟଟକମାନେ ମାଙ୍କ ମନ୍ଦିର ଆସି ବଣଭୋଜି କରି ଯାଇପାରିବେ । ସୂଚନାଥାଉକି, ପୂର୍ବରୁ ଦନ୍ତା ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ ରହିଥିଲା । ମନ୍ଦିରରେ ତାଲା ପକାଇଥିଲା ବନ ବିଭାଗ । ଧନ ଜୀବନକୁ ଦୃଷ୍ଟିରେ ରଖି ପୋଲିସ ବନବିଭାଗ ଏଭଳି ନିଷ୍ପତ୍ତି ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking