18.1 C
Bhubaneswar
Wednesday, February 4, 2026
Homeଓଡିଶାଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଆରମ୍ଭ

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା  ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର । କୃଷି ଭବନରେ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହ ଦେଓ । ପ୍ରବାସୀ ଓ ସେମାନଙ୍କ ପରିବାର ପାଇଁ ଖୋଲିଲା ଟୋଲ ଫ୍ରି ନମ୍ବର ।  ପ୍ରାଥମିକ ଜିଲ୍ଲାରେ  ୨ ସେବା ଆରମ୍ଭ ହୋଇଛି । ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ସେବା ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking