22.1 C
Bhubaneswar
Wednesday, January 21, 2026
Homeଓଡିଶା‘ମିଲକ ମୁ’ ପ୍ଲାଣ୍ଟ ଯାଞ୍ଚ କଲେ ମନ୍ତ୍ରୀ

‘ମିଲକ ମୁ’ ପ୍ଲାଣ୍ଟ ଯାଞ୍ଚ କଲେ ମନ୍ତ୍ରୀ

କୋଣାର୍କ: ସ୍ଥାନୀୟ ସାରଡ଼ା ସ୍ଥିତ ‘ମିଲକ ମୁ’ ପ୍ଲାଣ୍ଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ଶ୍ରୀ ପାତ୍ର କହିଛନ୍ତି ଯେ ଏଠାରେ ଉତ୍ପାଦିତ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଅଭିଯୋଗ ହୋଇଥିଲା । ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ନିଜେ ଯାଞ୍ଚ କରିବାକୁ ଆସିଲି । ବିଭିନ୍ନ ଉତ୍ପାଦର ସାମ୍ପଲ ନିଆଯାଇଛି । ଲ୍ୟାବରେ ଟେଷ୍ଟ କରାଯିବ । ଯଦି ଅନୁପଯୁକ୍ତ ବୋଲି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking