ଭୁବନେଶ୍ୱର: ସୁଲଭ ମୂଲ୍ୟରେ ମଧ୍ୟବିତ୍ତଙ୍କୁ ମିଳିବ ଘର । ଭୁବନେଶ୍ୱର ସହରରେ ଘର ଯୋଗାଇଦେବେ ସରକାର । ଏମଆଇଜି , ଏଲଆଇଜି, ଏଲଆଇଜି-୧, ଏମଆଇଜି-୨ ଘର ଦେବେ ସରକାର । ୧୫ରୁ ୩୫ ଟଙ୍କା ଭିତରେ ଘର ମିଳିବ । ପୂରଣ ହେବ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ । ପିପିପି ମୋଡରେ ଘର ତିଆରି କରିବାକୁ ସ୍ଥିର କରିଛନ୍ତି ।