33.1 C
Bhubaneswar
Wednesday, March 25, 2026
Homeଓଡିଶାଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ

ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ

ପୁରୀ: ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏନେଇ ଆଇନ ବିଭାଗ ପ୍ରକାଶ ପାଇଲା ବିଜ୍ଞପ୍ତି । କମିଟିରେ ସ୍ଥାନ ପାଇଲେ ୧୦ ଜଣ ସଦସ୍ୟ । ମୁକ୍ତିମଣ୍ଡପ ପ୍ରତିନିଧି ଭାବେ ସିଦ୍ଧେଶ୍ୱର ମହାପାତ୍ର ସ୍ଥାନ ପାଇଲେ । ସେବକ ପ୍ରତିନିଧି ଭାବେ କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର ଓ ରାମନାରାୟଣ ଗୋଚ୍ଛିକାର ସ୍ଥାନ ପାଇଲେ । ମଠ ପ୍ରତିନିଧି ଭାବେ ସ୍ଥାନ ପାଇଲେ ରଘୁବାର ଦାସମହାରାଜ । ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ସ୍ଥାନ ପାଇଲେ । ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ମଧ୍ୟ କମିଟିରେ ସ୍ଥାନ ପାଇଛନ୍ତି । ପରିଚାଳନା କମିଟିରେ ମହେଶ କୁମାର ସାହୁ ସ୍ଥାନ ପାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking