31.1 C
Bhubaneswar
Saturday, July 12, 2025
Homeଓଡିଶାମୁଖ୍ୟ ଅଭିଯୁକ୍ତକୁ ଛଡାଯିବନି: ମନ୍ତ୍ରୀ  

ମୁଖ୍ୟ ଅଭିଯୁକ୍ତକୁ ଛଡାଯିବନି: ମନ୍ତ୍ରୀ  

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାରେ ପରିବହନ ମନ୍ତ୍ରୀ  ବିଭୂତି ଜେନା ବୟାନ ଦେଇଛନ୍ତି । କହିଛନ୍ତି, ଘଟଉର ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଛଡାଯିବନି ।  ଯିଏ ବି ଏକାଣ୍ଡ କରିଛି କାହାକୁ ଛଡାଯିବନି । ସମସ୍ତଙ୍କୁ ଗିରଫ  କରି କାଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇସାରିଛନ୍ତି  ।  ସୂଚନାଥାଉ କି, ବିଏମସି ଅଫିସରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ୫ରୁ ୬ ଜଣ ବ୍ୟକ୍ତି ଘୋଷାଡି ଆଣି ଲାତ, ଗୋଇଠା ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking