21.1 C
Bhubaneswar
Saturday, December 6, 2025
Homeଓଡିଶାକାବୁ ହେଲା ପାଗଳ ମାଙ୍କଡ଼

କାବୁ ହେଲା ପାଗଳ ମାଙ୍କଡ଼

ଆଠଗଡ଼ : କାବୁ ହେଲା ପାଗଳ ମାଙ୍କଡ଼ । ଟ୍ରାଙ୍କୁଲାଇଜ୍ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନବିଭାଗ । ଆଠଗଡ଼ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଖାଲ ଗାଁରେ ଆତଙ୍କ ମଚାଇଥିଲା ଏକ ପାଗଳ ମାଙ୍କଡ଼ । ପ୍ରାୟ ୭ ରୁ ଉର୍ଦ୍ଧ୍ବ ଲୋକ ମାଙ୍କଡ଼ ଆକ୍ରମଣରେ ଆହତ ହୋଇଥିଲେ । ଏନେଇ ଭୟଭୀତ ଥିଲେ ଗ୍ରାମବାସୀ । ନନ୍ଦନକାନନର ଏକ ସ୍ବତନ୍ତ୍ର ଟିମ୍ ପହଞ୍ଚି ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି । ମାଙ୍କଡ଼ର ସ୍ବାସ୍ଥ୍ୟ ପରୀକ୍ଷା ପରେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking