ଭୁବନେଶ୍ୱର : ସମୁଦୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସମୁଦୀ । ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅର ବାପାଙ୍କ ମୃତ୍ୟୁ ହୋଇଛି । କିସିଣ୍ଡା ଥାନା ଗଞ୍ଜାବାହାଲରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ସମୁଦୀକୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ୩ ବର୍ଷ ତଳେ ଯୁବକ ଯୁବତୀ ପ୍ରେମ ବିବାହ କରିଥିଲେ । ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ।