25.1 C
Bhubaneswar
Saturday, December 27, 2025
Homeଓଡିଶାକୋରାଇ ମହୋତ୍ସବ ଉଦଯାପିତ

କୋରାଇ ମହୋତ୍ସବ ଉଦଯାପିତ

ଯାଜପୁର : ସାହିତ୍ୟିକ ମlନେ ପାଠକ ମାନଙ୍କ ମନ ଛୁଇଲା ପରି ଲେଖା ଲେଖି ବା ଓ ସମାଜ କୁ ଲେଖା ମାଧମ ରେ ଦଗିଦର୍ଶନ ଦେବା ପାଇଁ ବ୍ୟକ୍ତା ମାନଙ୍କ ଆହ୍ୱାନ ସାହିତ୍ୟିକ କବି ମନେ ସମାଜ କୁ ପରିବର୍ତ୍ତନ କରି ପାରିବେ ପାଞ୍ଚ ସହ ତଳେ ମହା ପୁରୁଷ ଅଚ୍ୟୁତାନନ୍ଦ ଦଶ ଆଗତ ଭବିଷ୍ୟତ ଲେଖି ଥିଲେ ତାହା ସତ୍ୟ ହେବାକୁ ଯାଉଛି ତାହା ପଚାର ପ୍ରସାର ରେ ବିଶେଷ ହେଉ ପାରି ନ ଥିବାରୁ ବିଶ୍ୱ ଦରବାର ରେ ପଂହଁଚି ପାରି ନ ଥିଲା ଏବେ ପ୍ରଚାର ପ୍ରସାର ଯୋଗୁ ବିଶ୍ୱ କୁ ଅଚ୍ୟୁତାନନ୍ଦ ଭବିଷ ବାଣୀ ବିଶ୍ୱ କୁ ଚକିତ କରୁଛି ଜଗନ୍ନାଥ ଦାଶ ଙ୍କ ଭାଗବତ ରେ ଶିକ୍ଷଣୀୟ ପ୍ରେତ୍ୟକ ପଦ ରହିଛି l ବଳ ରାମ ଦାସ ଙ୍କ ଲଷ୍ମୀ ପୁରାଣ କୁସ୍କାର ବିରୋଧ କରା ଯାଇ ନାରୀ ସମାଜ କୁ ସଂମ୍ମାନ ଦିଆ ଯାଇ ସମାଜ କୁ ଦିଗ ଦର୍ଶନ ଦେଇ ଛନ୍ତି ଓଡିଶା କବି ସlହିତ୍ୟିକ ମାନଙ୍କ ଲେଖା ଅନ୍ୟ ଭାଷା ଅପେକ୍ଷା ଅତି ଉନ୍ନତତେଣୁ ଲେଖକ ମାନେ ସମାଜ ର ବୈପ୍ଲ୍ଲବ ପରିବର୍ତ୍ତନ ପାଇଁ ଲେଖା ଲେଖି ମାନବ ସମାଜ କୁ ଜାଗ୍ରତ କରି ପାରିଲେ ସାହିତ୍ୟିକ ମାନେ ନିଜ କୁ ସ୍ୱlର୍ଥକ ମଣି ପାରିବା ସଂଗେ ଚିର ସ୍ମରଣୀୟ ହୋଇ ପାରିବେ l

ଲେଖକ ମାନେ ସମାଜ ଏକ ଅଙ୍ଗ ତେଣୁ ଓଡ଼ିଆ ଭାଷା ଓ ସାହିତ୍ୟ ଓଡ଼ିଆ ଅଶ୍ମିତା ସହ ଅଙ୍ଗlଙ୍ଗି ଭାବେ ଜଡିତ ତେଣୁ ଓଡ଼ିଆ ଭାଷା ସାହିତ୍ୟ ର ଅଗ୍ର ଗତି ପାଇଁ ସମସ୍ତେ ଙ୍କ ର ମୂଲ୍ୟ ବୋଧ ରହିଛିଆମ ଓଡ଼ିଆ ଭାଷା ସାହିତ୍ୟ ର ଅଗ୍ରଗତି ବିକାଶ ପଚାର ପ୍ରସାର ସମସ୍ତ ଙ୍କ ର ଦାୟିତ୍ୱ ବୋଲି ଅଥିତି ମାନେ ମତ ପ୍ରକାଶ କରି ଥିଲେ l କୋରେଇ ମଣ୍ଡଳ ସାହିତ୍ୟ ସଂସଦ, ବୋଲେ ହୁଁଟି ପତ୍ରିକା ଓ ଆଜ୍ଞା ନମସ୍କାର ବ୍ୟଙ୍ଗ ପତ୍ରିକା ଆନୁକୂଲ୍ୟରେ କୋରେଇ ମୋହତ୍ସବ 2025 ଉଦୁ ଯାପିତ ଉତ୍ସବ ମୃତ୍ର୍ୟୁଞ୍ଜୟ ପୁର ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଥିଲା ସାହିତ୍ୟ ସଂସଦ ର ସ୍ଥାୟୀ ସଭାପତି ଓଡିଶା ର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷlବିତ ନନ୍ଦ କିଶୋର ସିଂହ ଅଧକ୍ଷ୍ୟତା ସଭା ରେ ମୁଖ୍ୟ ଅଥିତି ଭାବ ରେ ପୂର୍ଵ ତନ ସଂସଦ ଅନ୍ତ୍ରଜାତୀୟଶ୍ରମିକ ନେତା ଡ଼ ରାମ ଚନ୍ଦ୍ର ଖୁଣ୍ଟିଆ, ଯୋଗ ଦେଇ ଉତ୍ସବ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦୁ ଘାଟନ କରି ଥିଲେ ମୁଖ୍ୟ ବ୍ୟକ୍ତା ଭାବ ରେ ବିଶିଷ୍ଟ ଜଣା ଶୁଣା ଶ୍ରମିକ ନେତା ତଥା ବିଶିଷ୍ଟ ସାହିତ୍ୟିକ ମାୟା ଧର ନାୟକ ଉତ୍କଳ ସାହିତ୍ୟ ସମାଜ ର ସଭାପତି ଡ଼ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଯୋଗ ଦେଇ ଓଡିଶା ଭାଷା ସାହିତ୍ୟ କଳା ସଂକୃତି ର ବିକାଶ ପାଇଁ ଗ୍ରାମା ଅଂଚଳ ରୁ ସହର ଯାଏ ସାହିତ୍ୟ ସଂଗଠନ କୁ ଶକ୍ତି ଶାଳି କରିବାପାଇଁ ଗୁରୁତ୍ୱ ଦେଇ ଥିଲେ ସଂସଦ ର ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ଶିକ୍ଷା ବିତି ପଣ୍ଡିତ ଡ଼ ସୂର୍ଯ୍ୟ ମଣି ଖୁଣ୍ଟିଆ ବିବରଣୀ ପାଠ କରି ଥିଲେ l

କାର୍ଯ୍ୟକାରି ସମ୍ପାଦକ ଦୟା ନିଧି ନାୟକ ସ୍ୱlଗତ ଭାଷଣ ଦେଇ ଥିଲେl ଡ଼ ଅକ୍ଷୟ କୁମାର ମହାନ୍ତି ଓ ଡ଼ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମଞ୍ଚ ପରି ଚାଳନା କରି ଥିଲେ ସହ ସମ୍ପାଦକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ପଦାନ କରି ଥିଲେ ସାଂକୃତିକ କାର୍ଯ୍ୟକ୍ରମ କୁ ବାଇଧର ମାଝୀ ପରିଚାଳନା କରି ଥିଲେ ଏହି ଅବସର ରେ ଉଲ୍ଲେଖ ନିୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତକରା ଯାଇ ଥିଲା ସଂସଦ ମୁଖ ପାତ୍ର କସ୍ତୁରୀ ବିଭିନ୍ନ ଲେଖକ ରଚିତ ପୁସ୍ତକ ଉନୁ୍ମୋଚ କରା ଯାଇ ଥିଲା ସନ୍ଦ୍ୟା ରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଅପରାହ୍ନ ରେ ଶତା ଧିକ କବି କବିତା ପାଠ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking