18.1 C
Bhubaneswar
Saturday, December 6, 2025
Homeଓଡିଶାହୁତୁ ହୁତୁ ହୋଇ ଜଳିଗଲା ଗହଣା ଦୋକାନ

ହୁତୁ ହୁତୁ ହୋଇ ଜଳିଗଲା ଗହଣା ଦୋକାନ

ରାୟଗଡା: ଗହଣା ଦୋକାନରେ ଭୟଙ୍କର ନିଆଁ। ଆଖି ପିଛୁଳାକେ ଜଳିଗଲା ଗହଣା ଦୋକାନ। ଗତକାଲି ବିଳମ୍ବିତ ରାତିରେ ରାୟଗଡା ମୁନିଗୁଡା ବଜାର ସ୍ଥିତ ପ୍ରିୟଙ୍କା  ଜୁଏଲାରୀ ନାମକ  ଏକ ଗହଣା ଦୋକାନରେ  ନିଆଁ ଲାଗିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବରପାଇ  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କିପରି ଗହଣା ଦୋକାନରେ ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଦୁଃଖର କଥା ଯେ,ଗତକାଲି ହିଁ ଦୋକାନକୁ ନବୀକରଣ କରି ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା। ଦୋକାନରେ ଅଳଙ୍କାର ନଥିଲା । କିନ୍ତୁ ଅନ୍ୟ ସବୁ ସରଞ୍ଜାମ ସମ୍ପୁର୍ଣ୍ଣ  ପୋଡି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking