28.1 C
Bhubaneswar
Sunday, March 30, 2025
Homeଓଡିଶାଗୃହରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ଗୃହରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ଭୁବନେଶ୍ୱର: ଶୂନ୍ୟକାଳରେ ଉଠିଲା ଶ୍ରୀଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା । ପ୍ରଶ୍ନ ଉଠାଇଲେ ପୁରୀ ବିଧାୟକ ସୁନୀଲ ମହାନ୍ତି । ଜଗନ୍ନାଥ ମନ୍ଦିରରେ ପରିଚାଳନା କମିଟି କାର୍ଯ୍ୟକ୍ଷମ ନାହିଁ । ପୁରୀବାସୀ ଦର୍ଶନ କରିବାରେ ଅସୁବିଧା ଭୋଗୁଛନ୍ତି । ଚାରିଦ୍ୱାରରେ ଲମ୍ବା ଲାଇନ ଲାଗିଛି । ହନ୍ତସନ୍ତ ହେଉଛନ୍ତି ଭକ୍ତ । ହାଉସ୍ କମିଟି ପୁରୀ ଯାଇ ଅନୁଧ୍ୟାନ କରିବାକୁ ଅନୁରୋଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking