32.1 C
Bhubaneswar
Wednesday, March 19, 2025
Homeଓଡିଶାବିଧାନସଭାର ଶୂନ୍ୟକାଳରେ ଉଠିଲା ଲଘୁ ଖଣିଜ  ପଦାର୍ଥ ଲୁଟ ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଲା ଲଘୁ ଖଣିଜ  ପଦାର୍ଥ ଲୁଟ ପ୍ରସଙ୍ଗ

ଭୁବନେଶ୍ୱର : ଶୂନ୍ୟକାଳରେ ଉଠିଲା ଲଘୁ ଖଣିଜ  ପଦାର୍ଥ ଲୁଟ ପ୍ରସଙ୍ଗ । ସରକାରୀ ଦଳର ବ୍ୟକ୍ତି  ଲୁଟରେ ସାମିଲ ଥିବା ଗଣେଶ୍ୱର ବେହେରାଙ୍କ ଅଭିଯୋଗ ହୋଇଛି । ଖଣି ଦୁର୍ନୀତି ବାବଦରେ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ କହିଛନ୍ତି ଗଣେଶ୍ୱର । ଏନେଇ ଟାସ୍କ ଫୋର୍ସ ଗଠନ  କରିବାକୁ ଦାବି କଲେ ବିଧାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking