ଭୁବନେଶ୍ୱର : ମନ୍ଦିରରୁ ଖସି ସେବାୟତ ଆହତ ଘଟଣାରେ ବାଲି ନପଡିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର । ମନ୍ଦିର ଚଢିବା ବାଟରେ ପ୍ରଶାସନ ବାଲି ପକାଇବା କଥା । ପ୍ରଶାସନ ବାଲି ପତାଇବାକୁ ଭୁଲିଯାଇଛି । ବାଲି ପଡିଥିଲେ ଏଭଳି ଅଘଟଣ ଘଟିନଥାନ୍ତା । କାହିଁକି ପଡିଲାନି ବାଲି ଏହାର ତଦନ୍ତ ହେଉ କହିଛନ୍ତି ମେୟର ।









