17.1 C
Bhubaneswar
Friday, February 13, 2026
Homeଓଡିଶାନର୍ସିଂ ହୋମ ଆଗରେ ଶବ ରଖି ଧାରଣା

ନର୍ସିଂ ହୋମ ଆଗରେ ଶବ ରଖି ଧାରଣା

ଜଗତସିଂହପୁର:  ନର୍ସିଂହୋମରେ ଚିକିତ୍ସା ଅବହେଳା   ଅଭିଯୋଗରେ ଉତ୍ତେଜନା ଦେଖାଦେଇଛି ।  ଅସ୍ତ୍ରୋପଚାର ପରେ ପ୍ରସୂତୀଙ୍କୁ କଟକ ସ୍ଥାନାନ୍ତର  କରାଯାଇଛି ।  ପ୍ରସୂତୀଙ୍କ ମୃତ୍ୟୁ ହେବାରୁ ଉତ୍ତେଜନା ଦେଖାଦେଇଛି ।  ସଦରଥାନା ଚର୍ଚ୍ଚିକା  ବଜାରରେ ଥିବା  ନର୍ସିଂହୋମ ବିରୋଧରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ମନରେ ଶୋକରେ ଛାୟା ଖେଳିଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking