18.1 C
Bhubaneswar
Tuesday, December 9, 2025
Homeଓଡିଶାସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ  !

ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ  !

ବରଗଡ : ଘର  ଭିତରରୁ  ମହିଳାଙ୍କ  ତଣ୍ଟି କଟା ମୃତଦେହ ଉଦ୍ଧାର କରାଯାଇଛି । ଗାଇସିଲେଟ ଥାନା ଜେନକଡା ଗାଁ କଲୋନୀପଡାରେ ହତ୍ୟା କରାଯାଇଛି । ପାରିବାରିକ କଳହରୁ  ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏଘଟଣାରେ ସ୍ୱାମୀ ଫେରାର ଅଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking